SearchBrowseAboutContactDonate
Page Preview
Page 66
Loading...
Download File
Download File
Page Text
________________ / ଅନ୍ତିମ ଦିନରେ ଅକ୍ସିଜେରେ ତଥାପି ମୁକ୍ତ ହାସ୍ୟ... ପହଞ୍ଚ କେବଳ ଭାବର ସ୍ପନ୍ଦନ ପୁଅ(ଅବା କେହି ବି ସ୍ଵଜନ) ମରିଗଲା ପରେ ତାଙ୍କ ପଛରେ ଚିନ୍ତା କରିବା ଦ୍ଵାରା ତାଙ୍କୁ ଦୁଃଖ ହୋଇଥାଏ / ଆମ ଲୋକେ ଅଜ୍ଞାନତା କାରଣରୁ ଏପରି ସବୁ କରନ୍ତି / ଏଣୁ ତୁମକୁ ଯେମିତିକୁ ସେମିତି ବୁଝି ଶାନ୍ତିପୂର୍ବକ ରହିବା ଉଚିତ / ଅଯଥା ମୁଣ୍ଡ ଖରାପ କରିବା, ତାହାର ଅର୍ଥ କ’ଣ ? ଏମାନେ ତ ସାଂସାରିକ ଋଣାନୁବନ୍ଧ ଅଟନ୍ତି, ଦିଆନିଆର ହିସାବ ଅଟନ୍ତି / ଏହି ମୃତ୍ୟୁ ହେବା ମାନେ କ’ଣ ? ଖାତାର ହିସାବ ପୁରା ହେବା / ଏଣୁ ଆମକୁ ଯଦି ସେ ବହୁତ ମନେ ପଡ଼ନ୍ତି ତେବେ କ’ଣ କରିବା ଉଚିତ ? ବୀତରୋଗ ଭଗବାନଙ୍କୁ କହିବା ଯେ ତାଙ୍କୁ ଶାନ୍ତି ଦିଅନ୍ତୁ / ଆମେ ଭାବନା କରିବା ତେବେ ସେ ଭାବନା ତାଙ୍କୁ ଅବଶ୍ୟ ପହଞ୍ଚି ! 15 ?? - Y3-5755137 - 4 श्लदीपक से प्रक कसे प्रकटे दीपमाला 2 789387"55137 Printed in India dadabhagwan.org Price ? 20
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy