SearchBrowseAboutContactDonate
Page Preview
Page 46
Loading...
Download File
Download File
Page Text
________________ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ୩୭ । ତେବେ ଏଠାରୁ ଯାଏ । ନହେଲେ ସେ ଏଠାରୁ ଯାଆନ୍ତା ହିଁ ନାହିଁ, ଅର୍ଥାତ ମନୁଷ୍ୟର ମୃତ୍ୟୁ ପରେ ଆମ୍ବା ଏଠାରୁ ସିଧା ଅନ୍ୟ ଏକ ଯୋନିରେ ଯାଏ । ଏଣୁ ଆଗକୁ କ’ଣ ହେବ, ଏହାର କୌଣସି ଚିନ୍ତା କରିବା ପରି ନୁହେଁ । କାରଣ ମରିବା ପରେ ଅନ୍ୟ ଏକ ଯୋନି ପ୍ରାପ୍ତ ହୋଇଯାଏ ଏବଂ ସେ ଯୋନିରେ ପ୍ରବେଶ କରିବା ମାତ୍ରେ ସେଠାରେ ଖାଇବା ଇତ୍ୟାଦି ସବୁ ମିଳେ । । ତାହାଦ୍ୱାରା ସର୍ଜନ ହୁଏ କାରଣ-ଦେହ । ଜଗତ ଭ୍ରାନ୍ତିବାଲା ଅଟେ, ସେ କ୍ରିୟାକୁ ଦେଖେ, ଧାନକୁ ଦେଖେ ନାହିଁ । ଧାନ ଆସନ୍ତା ଜନ୍ମର ପୁରୁଷାର୍ଥ ଅଟେ ଆଉ କ୍ରିୟା, ତାହା ପୂର୍ବ ଜନ୍ମର ପୁରୁଷାର୍ଥ ଅଟେ । ଧାନ, ତାହା ଆସନ୍ତା ଜନ୍ମରେ ଫଳ ଦେବ । ଧାନ ହେଲା ଅର୍ଥାତ ସେହି ସମୟରେ ବାହାରୁ ପରମାଣୁ ଆକର୍ଷିତ ହୋଇ ଆସନ୍ତି ଏବଂ ସେମାନେ ଧାନ ସ୍ଵରୁପ ହୋଇ ଭିତରେ ସୂକ୍ଷ୍ମତାରେ ସଂଗୃହିତ ହୋଇଯାନ୍ତି ଏବଂ କାରଣ-ଦେହର ସର୍ଜନ ହୁଏ । ଯେତେବେଳେ ରଣାନୁବନ୍ଧ ଯୋଗୁ ମାତାର ଗର୍ଭକୁ ଯାଏ, ସେତେବେଳେ କାର୍ଯ୍ୟ ଦେହର ରଚନା ହୋଇଯାଏ । ମଣିଷ ମରେ ସେତେବେଳେ ଆମ୍ବା, ସୂକ୍ଷ୍ମ ଶରୀର ତଥା କାରଣ-ଶରୀର ସାଥରେ ଯାଆନ୍ତି । ସୂକ୍ଷ୍ମ ଶରୀର ପ୍ରତ୍ୟେକଙ୍କର କମନ୍ ହୋଇଥାଏ, ମାତ୍ର କାରଣ-ଶରୀର ପ୍ରତ୍ୟେକଙ୍କର ତା’ ଦ୍ଵାରା ସେବିତ କଜେଜ୍ ଅନୁସାରେ ଅଲଗାଅଲଗା ହୋଇଥାଏ । ସୂକ୍ଷ୍ମ-ଶରୀର, ତାହା ଇଲେକ୍ଟିକାଲ ବଡ଼ୀ ଅଟେ । । କାରଣ-କାର୍ଯ୍ୟର ଶୃଙ୍ଖଳା ମୃତ୍ୟୁ ପରେ ଜନ୍ମ ଏବଂ ଜନ୍ମ ପରେ ମୃତ୍ୟୁ ଅଛି, ବାସ୍ । ଏହା ନିରନ୍ତର ଚାଲୁ ହିଁ ରହିଥାଏ । ଏବେ ଏହି ଜନ୍ମ ଏବଂ ମୃତ୍ୟୁ କାହିଁକି ହେଉଛି ? ତେବେ କହିବା କଜେଜ୍ ଏଣ୍ଡ ଇଫେକ୍ଟ, ଇଫେକ୍ଟ ଏଣ୍ଡ କଜେଜ୍, କାରଣ ଏବଂ କାର୍ଯ୍ୟ, କାର୍ଯ୍ୟ ଏବଂ କାରଣ । ସେଥିରେ ଯଦି କାରଣର ନାଶ କରିବାକୁ ଯିବା, ତେବେ ଏ ସମସ୍ତ ‘ ଇଫେକ୍ଟ ବନ୍ଦ ହୋଇଯିବ, ପରେ ନୂଆ ଜନ୍ମ ନେବାକୁ ପଡ଼େ ନାହିଁ ! । ଏଠାରେ ସାରା ଜୀବନ କଜେଜ୍ ସୃଷ୍ଟି କରିଥିବ, ସେ ତୁମର ‘କଜେଜ୍
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy